ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଦାଖଲ କଲା ୨୦୨୪-୨୫ ଆର୍ଥିକ ବର୍ଷର ଅଡ଼ିଟ ରିପୋର୍ଟ
ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.)- ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଦାଖଲ କରିଛି ୨୦୨୪-୨୫ ଆର୍ଥିକ ବର୍ଷର ଅଡ଼ିଟ ରିପୋର୍ଟ । କୋଷାଧ୍ୟକ୍ଷ ସୁବାଷ ସିଂ ଙ୍କ ଦସ୍ତଖତରେ ରିପୋର୍ଟ ଦାଖଲ କରାଯାଇଛି । ବିଜେଡି ପାଖରେ ଗତ ଆର୍ଥିକ ବର୍ଷ ଅର୍ଥାତ 2025 ମାର୍ଚ୍ଚ ଶେଷ
ନିର୍ବାଚନ କମିଶନଙ୍କ ନିକଟରେ     ବିଜେଡି ଦାଖଲ କଲା ୨୦୨୪-୨୫ ଆର୍ଥିକ ବର୍ଷର ଅଡ଼ିଟ ରିପୋର୍ଟ


ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.)- ନିର୍ବାଚନ

କମିଶନଙ୍କ ନିକଟରେ ବିଜେଡି ଦାଖଲ କରିଛି ୨୦୨୪-୨୫ ଆର୍ଥିକ ବର୍ଷର ଅଡ଼ିଟ ରିପୋର୍ଟ । କୋଷାଧ୍ୟକ୍ଷ

ସୁବାଷ ସିଂ ଙ୍କ ଦସ୍ତଖତରେ ରିପୋର୍ଟ ଦାଖଲ କରାଯାଇଛି । ବିଜେଡି ପାଖରେ ଗତ ଆର୍ଥିକ ବର୍ଷ

ଅର୍ଥାତ 2025 ମାର୍ଚ୍ଚ ଶେଷ ସୁଦ୍ଧା ପ୍ରାୟ 631 କୋଟି ଟଙ୍କା ଗଛିତ ରହିଛି ।

ଏହା ବ୍ୟତୀତ ଦଳ ପାଖରେ 47 କୋଟି ଟଙ୍କାର ସ୍ଥାୟୀ ସମ୍ପତ୍ତି ରହିଛି । ଶଙ୍ଖ

ଭବନରେ ଖର୍ଚ୍ଚ ହୋଇଛି 30 କୋଟି । 2024 ନିର୍ବାଚନରେ ଖର୍ଚ୍ଚ ହୋଇଛି ପ୍ରାୟ 270 କୋଟି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande