ପୋଖରୀରେ ବୁଡିଗଲେ 10ମ ଶ୍ରେଣୀ ଛାତ୍ର
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- କେନ୍ଦୁଝରରେ ପୋଖରୀରେ ଗାଧୋଉ ଥିବା ବେଳେ ବୁଡିଯାଇ ୧୦ ଶ୍ରେଣୀ ଛାତ୍ର ନିଖୋଜ । ନିଖୋଜ ଛାତ୍ର ହେଲେ ଟାଙ୍ଗରିଆପାଳ ଅଞ୍ଚଳର ସମୀର ବେହେରା । ଗାଁ ନିକଟସ୍ଥ ପୋଖରୀରେ ଗାଧୋଇବା ବେଳେ ନିଖୋଜ ହୋଇଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ
ପୋଖରୀରେ ବୁଡିଗଲେ 10ମ ଶ୍ରେଣୀ ଛାତ୍ର


ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- କେନ୍ଦୁଝରରେ ପୋଖରୀରେ ଗାଧୋଉ ଥିବା ବେଳେ ବୁଡିଯାଇ ୧୦ ଶ୍ରେଣୀ ଛାତ୍ର ନିଖୋଜ

। ନିଖୋଜ ଛାତ୍ର ହେଲେ ଟାଙ୍ଗରିଆପାଳ ଅଞ୍ଚଳର ସମୀର ବେହେରା । ଗାଁ ନିକଟସ୍ଥ ପୋଖରୀରେ ଗାଧୋଇବା

ବେଳେ ନିଖୋଜ ହୋଇଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଜାରି

ରଖିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande