କାନ୍ସ 2025ର ରେଡ କାର୍ପେଟରେ ପହଁଞ୍ଚିଲେ ଏୈଶ୍ୱର୍ଯ୍ୟା ରାୟ ବଚ୍ଚନ
କାନ୍ସ 22 ମେ (ହି.ସ)-କାନ୍ସର ରେଡ କାର୍ପେଟରେ ଯେଉଁ ଅଭିନେତ୍ରୀଙ୍କୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥିଲେ ,ଯାହାଙ୍କର ରାଜକୀୟ ଲୁକ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି,ଏଭଳି ଏକ ଲୋକପ୍ରିୟ ବଲିଉଡ ଅଭିନେତ୍ରୀ -ଏୈଶ୍ୱର୍ଯ୍ୟା ରାୟ ବଚ୍ଚନ। ଏୈଶ୍ୱର୍ଯ୍ୟା ରାୟ ବଚ୍ଚନ 2002
କାନ୍ସ 2025ର ରେଡ କାର୍ପେଟରେ ପହଁଞ୍ଚିଲେ ଏୈଶ୍ୱର୍ଯ୍ୟା ରାୟ ବଚ୍ଚନ


କାନ୍ସ 22 ମେ (ହି.ସ)-କାନ୍ସର ରେଡ କାର୍ପେଟରେ ଯେଉଁ

ଅଭିନେତ୍ରୀଙ୍କୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥିଲେ ,ଯାହାଙ୍କର ରାଜକୀୟ ଲୁକ ବର୍ତ୍ତମାନ

ଚର୍ଚ୍ଚାର ବିଷୟ ପାଲଟିଛି,ଏଭଳି ଏକ ଲୋକପ୍ରିୟ ବଲିଉଡ ଅଭିନେତ୍ରୀ -ଏୈଶ୍ୱର୍ଯ୍ୟା ରାୟ ବଚ୍ଚନ।

ଏୈଶ୍ୱର୍ଯ୍ୟା ରାୟ ବଚ୍ଚନ 2002

ରେ କାନ ଫିଲ୍ମ ମହୋତ୍ସବର ରେଡ କାର୍ପେଟରେ ନିଜର ପ୍ରଥମ ଉପସ୍ଥିତି ରେକର୍ଡ କରିଥିଲେ।ଏହି ବର୍ଷ

ଏୈଶ୍ୱର୍ଯ୍ୟାଙ୍କ ଏହି ମହୋତ୍ସବରେ ସାମିଲ ହେବା

2ତମ ବର୍ଷ। ଅଭିନେତ୍ରୀ ଏହି କାର୍ଯ୍ୟକ୍ରମରେ ନିଜର 13 ବର୍ଷୀୟ ଝିଅ ଆରାଧ୍ୟା ସିତ ଯୋଗ

ଦେଇଥିଲେ।ଏୈଶ୍ୱର୍ଯ୍ୟାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା।ଏହା ପରେ ଏହି ବିଷୟ ଉପରେ

ବହୁତ ଆଲୋଚନା ହୋଇଥିଲା ଯେ ଅଭିନେତ୍ରୀ ରେଡ

କାର୍ପେଟରେ କି ଲୁକ ପିନ୍ଧିବେ।ଶେଷରେ ଏୈଶ୍ୱର୍ଯ୍ୟାଙ୍କ

ରାଜକୀୟ ଲୁକ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।ସେ ରେଡ କାର୍ପେଟ ଉପରେ ଆସିବା ମାତ୍ରେ ସେ

ସମସ୍ତଙ୍କୁ ହାତ ଯୋଡି ନମସ୍କାର କଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande