ଦକ୍ଷିଣ ଓଡିଶା ବିକାଶ ପରିଷଦ ବୈଠକ
ଭୁବନେଶ୍ୱର, 8 ମେ (ହି.ସ.) - ଆଜି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଦକ୍ଷିଣ ଓଡିଶା ବିକାଶ ପରିଷଦ ପାଇଁ ବସିଛି ସ୍ୱତନ୍ତ୍ର ବୈଠକ। ଓଡିଶା ସରକାରଙ୍କ ଫୋକସରେ ରହିଛି ଦକ୍ଷିଣ ଓଡ଼ିଶା। ଏହାର ବିକାଶ ପାଇଁ ଗଠିତ କମିଟି ମେମ୍
ଦକ୍ଷିଣ ଓଡିଶା ବିକାଶ     ପରିଷଦ ବୈଠକ


ଭୁବନେଶ୍ୱର, 8 ମେ (ହି.ସ.)

- ଆଜି

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଦକ୍ଷିଣ

ଓଡିଶା ବିକାଶ ପରିଷଦ ପାଇଁ ବସିଛି ସ୍ୱତନ୍ତ୍ର ବୈଠକ। ଓଡିଶା ସରକାରଙ୍କ ଫୋକସରେ ରହିଛି ଦକ୍ଷିଣ

ଓଡ଼ିଶା। ଏହାର ବିକାଶ ପାଇଁ ଗଠିତ କମିଟି ମେମ୍ବର ମାନଙ୍କ ଏହା ହେଉଛି ୩ୟ ବୈଠକ। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଏହି

ବୈଠକ ସକାଳ ୧୦ରୁ ଆରମ୍ଭ ହୋଇଛି। ୫ଟି କ୍ରାଇଟେରିଆକୁ ନେଇ ଆଲୋଚନା ହେଉଛି। ଦକ୍ଷିଣ ଓଡିଶାକୁ

ରିପ୍ରେଜେଣ୍ଟ କରୁଥିବା ସାଂସଦ ଓ ବିଧାୟକ ସାମିଲ। କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, କୋରାପୁଟ ସାଂସଦ ସପ୍ତଗିରି ଉଲକାଙ୍କ ସମେତ

ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ସହ ଅନେକ

ପ୍ରଶାସନିକ ଅଧିକାରୀ ଉପସ୍ଥିତ। ଆଡମିନଷ୍ଟ୍ରେଟିଭ ଷ୍ଟ୍ରକଚର ସହ ବିଭିନ୍ନ ବିଷୟ ଆଲୋଚନା

ହେଉଛି। ମୋହନ ସରକାର ଏହି ଯୋଜନାକୁ ଫୋକସ୍ କରୁଥିବା ବେଳେ ଆଜି ଶିକ୍ଷା, ସ୍ୱାସ୍ଥ୍ୟ, କମ୍ୟୁନିକେସନ, ଗମନାଗମନ

ଏସବୁ ନେଇ ମିଟିଂ ଚାଲିଛି। ବିଧାୟକ ଓ ସାଂସଦ ମାନେ ନିଜର ପ୍ରସ୍ତାବ ରଖିଛନ୍ତି ବୋଲି କନ୍ଧମାଳ

ସାଂସଦ ସୁକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande