ପରୀକ୍ଷା ବାତିଲ ନେଇ ସୋସିଆଲ ମିଡିଆରେ ଘୂରିବୁଲୁଥିବା ବିଜ୍ଞପ୍ତି ମିଛ- ୟୁଜିସି
ଭୁବନେଶ୍ୱର, 8 ମେ (ହି.ସ.)- ୟୁଜିସି ଦେଲା ସ୍ପଷ୍ଟୀକରଣ। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ତଥ୍ୟ ଭୁଲ ବୋଲି ସୋସିଆଲ ମିଡିଆରେ ଟୁଇଟ କଲା ୟୁଜିସି । ଯୁଦ୍ଧ ପାଇଁ ସବୁ ପରୀକ୍ଷା ବାତିଲ ନେଇ ଏକ ବିଜ୍ଞପ୍ତି ଘୁରି ବୁଲୁଛି, ଯାହା ମିଛ ଓ ଗୁଜବ ବୋଲି ସୋସିଆଲ ମିଡ଼ିଆ ଏକ୍ସରେ
ପରୀକ୍ଷା ବାତିଲ ନେଇ     ସୋସିଆଲ ମିଡିଆରେ ଘୂରିବୁଲୁଥିବା ବିଜ୍ଞପ୍ତି ମିଛ- ୟୁଜିସି


ଭୁବନେଶ୍ୱର, 8 ମେ (ହି.ସ.)- ୟୁଜିସି ଦେଲା

ସ୍ପଷ୍ଟୀକରଣ। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ତଥ୍ୟ ଭୁଲ ବୋଲି ସୋସିଆଲ ମିଡିଆରେ ଟୁଇଟ କଲା

ୟୁଜିସି । ଯୁଦ୍ଧ ପାଇଁ ସବୁ ପରୀକ୍ଷା ବାତିଲ ନେଇ ଏକ ବିଜ୍ଞପ୍ତି ଘୁରି ବୁଲୁଛି, ଯାହା ମିଛ ଓ ଗୁଜବ ବୋଲି ସୋସିଆଲ ମିଡ଼ିଆ ଏକ୍ସରେ

ପୋଷ୍ଟ କରି ସୂଚନା ଦେଇଛି ୟୁଜିସି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande