ଭୁବନେଶ୍ୱର, 12 ଜୁନ୍ (ହି.ସ.)- ପ୍ରକାଶ
ପାଇଲା ଯୁକ୍ତ ୩ ଆଡ଼ମିଶନ ପାଇଁ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ। ରେଭେନ୍ସା ବିଶ୍ୱ ବିଦ୍ୟାଳୟ
ରାଜନୀତି ବିଜ୍ଞାନ ପାଇଁ କଟ ଅଫ ୯୨. ୮୦ ପ୍ରତିଶତ। ଫିଜିକ୍ସରେ ୯୩. ୬୭,ଜୁଲୋଜିରେ ୯୪ ପ୍ରତିଶତ। ବାଣିଜ୍ୟରେ ରେଭେନ୍ସା
ବିଶ୍ୱ ବିଦ୍ୟାଳୟ କଟ ଅଫ ୯୦.୫୦, ବିଜେବି କଲେଜ କମ୍ପ୍ୟୁଟର ସାଇନ୍ସରେ
୮୮.୮୩ ପ୍ରତିଶତ। ଉତ୍କଳ ବିଶ୍ୱ ବିଦ୍ୟାଳୟ ଲ କଲେଜରେ ବିଏ ଏଲଏଲବିରେ ୮୭. ୮୦ ରହିଛି କଟ ଅଫ୍ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା