ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆସ୍ଥା ଏବଂ ବିଶ୍ୱାସର ଏକ ଅନନ୍ୟ ସଙ୍ଗମ- ଅମିତ ଶାହ
ଭୁବନେଶ୍ୱର, 27 ଜୁନ୍ (ହି.ସ.) - ପବିତ୍ର ରଥଯାତ୍ରାର ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଅମିତ ଶାହ କହିଛନ୍ତି ଯେ, ଜୟ ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପବିତ୍ର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭ
ଶ୍ରୀଜଗନ୍ନାଥଙ୍କ     ରଥଯାତ୍ରା ଆସ୍ଥା ଏବଂ ବିଶ୍ୱାସର ଏକ ଅନନ୍ୟ ସଙ୍ଗମ- ଅମିତ ଶାହ


ଭୁବନେଶ୍ୱର, 27 ଜୁନ୍ (ହି.ସ.)

- ପବିତ୍ର

ରଥଯାତ୍ରାର ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ସୋସିଆଲ ମିଡିଆ

ଏକ୍ସରେ ଅମିତ ଶାହ କହିଛନ୍ତି ଯେ, ଜୟ ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପବିତ୍ର

ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆସ୍ଥା ଏବଂ ବିଶ୍ୱାସର

ଏକ ଅନନ୍ୟ ସଙ୍ଗମ, ଯାହା

ଭକ୍ତି,

ସଂସ୍କୃତି ଏବଂ ଐତିହ୍ୟକୁ ଏକାଠି ସଂରକ୍ଷଣ କରି ଆଗକୁ ବଢିବା ଆମ ମୂଳ

ତତ୍ତ୍ୱ ବୋଲି ଦର୍ଶାଏ I

ଅମିତ ଶାହ କହିଛନ୍ତି ଯେ ,ମୁଁ

ସମସ୍ତଙ୍କ କଲ୍ୟାଣ ଏବଂ ପ୍ରଗତି ପାଇଁ ମହାପ୍ରଭୁ ଜଗନ୍ନାଥ, ବୀର ବଳଭଦ୍ର ଏବଂ ମାତା ସୁଭଦ୍ରାଙ୍କ ନିକଟରେ ପ୍ରାର୍ଥନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande