ଭୁବନେଶ୍ୱର, 9 ଜୁଲାଇ (ହି.ସ.)-ଭୁବନେଶ୍ୱରରେ
ଭାରତ ବନ୍ଦର ପ୍ରଭାବ । ଶ୍ରମିକ ସଂଗଠନ ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ବସଷ୍ଟାଣ୍ଡରେ
ପ୍ରତିବାଦ କରି ବସ ଚଳାଚଳ ଓ ରାସ୍ତା ବନ୍ଦ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ, ସର୍ବ
ଭାରତୀୟ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । 4 ଶ୍ରମ କୋଡ୍ ବାତିଲ, ସ୍କିମ ୱାର୍କରଙ୍କୁ
ଶ୍ରମିକର ମାନ୍ୟତା ରାଷ୍ଟ୍ରୀୟ ଉଦ୍ୟୋଗୀକୁ ଘରୋଇକରଣ ବିରୁଦ୍ଧରେ ଭାରତ ବନ୍ଦ ଡାକରା ଦେଇଛି ସଂଗଠନ
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା