ଭଦୋଦରା ବ୍ରିଜ ଦୁର୍ଘଟଣାକୁ ନେଇ ଧର୍ମେନ୍ଦ୍ରଙ୍କ ଦୁଃଖ ପ୍ରକାଶ
ଭୁବନେଶ୍ୱର, 9 ଜୁଲାଇ (ହି.ସ.)- ଭଦୋଦରା ବ୍ରିଜ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭଦୋଦରାରେ ବ୍ରିଜ ଦୁର୍ଘଟଣା ହୃଦୟ ବିଦାରକ । ମୃତକଙ୍କ ପରିବାରକୁ ସମବେଦନା ଜଣାଉଛି ।
ଭଦୋଦରା ବ୍ରିଜ ଦୁର୍ଘଟଣାକୁ     ନେଇ ଧର୍ମେନ୍ଦ୍ରଙ୍କ ଦୁଃଖ ପ୍ରକାଶ


ଭୁବନେଶ୍ୱର, 9 ଜୁଲାଇ (ହି.ସ.)- ଭଦୋଦରା ବ୍ରିଜ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି

ଯେ, ଭଦୋଦରାରେ ବ୍ରିଜ ଦୁର୍ଘଟଣା ହୃଦୟ ବିଦାରକ । ମୃତକଙ୍କ ପରିବାରକୁ ସମବେଦନା ଜଣାଉଛି ।

ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande