ଖୁବ୍ ଶୀଘ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ
ଭୁବନେଶ୍ୱର, 9 ଜୁଲାଇ (ହି.ସ.) - ରାଜ୍ୟରେ ଖୁବ୍ ଶୀଘ୍ର ମନ୍ତ୍ରୀମଣ୍ଡଳରେ ହେବ ସମ୍ପ୍ରସାରଣ । ଏ ନେଇ ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । କେନ୍ଦ୍ର ସହ ଆଲୋଚନା ସରିଛି, ଅନେକ ନିଷ୍ପତ୍ତି ଗ୍ରହଣ କରାଯାଉଛି । ମନ୍ତ୍ରୀ ମଣ୍ତଳ ଖୁବ୍ ଶୀଘ୍ର ସଂପ୍ରସାରଣ ହେ
ଖୁବ୍ ଶୀଘ୍ର ମନ୍ତ୍ରୀମଣ୍ଡଳ     ସମ୍ପ୍ରସାରଣ


ଭୁବନେଶ୍ୱର, 9 ଜୁଲାଇ (ହି.ସ.)

- ରାଜ୍ୟରେ ଖୁବ୍

ଶୀଘ୍ର ମନ୍ତ୍ରୀମଣ୍ଡଳରେ ହେବ ସମ୍ପ୍ରସାରଣ । ଏ ନେଇ ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା

ଦେଇଛନ୍ତି । କେନ୍ଦ୍ର ସହ ଆଲୋଚନା ସରିଛି, ଅନେକ ନିଷ୍ପତ୍ତି ଗ୍ରହଣ କରାଯାଉଛି । ମନ୍ତ୍ରୀ ମଣ୍ତଳ ଖୁବ୍ ଶୀଘ୍ର

ସଂପ୍ରସାରଣ ହେବ ବୋଲି ନିଶ୍ଚିତ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande