ବଲାଙ୍ଗୀର, ୧୨ ସେପ୍ଟେମ୍ବର(ହି.ସ.) –୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଉଷୁ ପ୍ରତିଯୋଗିତା ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୧୦ରୁ ୧୨. ୨୦୨୫ କେନ୍ଦୁଝର ବଡ଼ବିଲ ଠାରେ ଅନୁଷ୍ଠିତ ହୋଇଥିଲା. ଏଥିରେ ବଲାଙ୍ଗୀର ଉଷୁ ଦଳ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଦଳ ଦହିତ ପିଇଟି. ସୌରଭ ପଧାନ, ସତ୍ୟପ୍ରିୟ ନାଗ ଓ ସହଯୋଗୀ କୋଚ ଭାବରେ ଆଲୋକ ନାଏକ ଯାଇଥିଲେ। ବୋଲି ଉଷୁ କୋଚ ଶ୍ରୀ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି। ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷା କ୍ରୀଡା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ପାତ୍ର ଶୁଭେଚ୍ଛା ଜଣାଇଛନନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ