୪ ଜୁଆଡ୍ଡୀ ଗିରଫ
ଜୟପୁର 12 ସେପ୍ଟେମ୍ବର (ହି.ସ.) ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଗତକାଲି ରାତି ପେଟ୍ରୋଲି˚ କରୁଥିବା ସମୟରେ ଟାଉନପୁଲିସ ୪ଜଣ ଜୁଆଡିକୁ ଧରି ବେଲ ବଣ୍ତର ଛାଡିଛନ୍ତି। ଗତକାଲି ରାତି ସାଢେ ୧୦ଟା ସମୟରେ ପେଟ୍ରୋଲି˚ କରୁଥିବା ସମୟରେ ସ୍କୁଲ ନିକଟସ୍ଥ ପଡିଆରେ ୪ଜଣ ଜୁଆ ଖେଳୁଥିବା ଦେଖିବାକୁ ପାଇଥିଲେ।
୪ ଜୁଆଡ୍ଡୀ ଗିରଫ


ଜୟପୁର 12 ସେପ୍ଟେମ୍ବର (ହି.ସ.)

ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଗତକାଲି ରାତି ପେଟ୍ରୋଲି˚ କରୁଥିବା ସମୟରେ ଟାଉନପୁଲିସ ୪ଜଣ ଜୁଆଡିକୁ ଧରି ବେଲ ବଣ୍ତର ଛାଡିଛନ୍ତି। ଗତକାଲି ରାତି ସାଢେ ୧୦ଟା ସମୟରେ ପେଟ୍ରୋଲି˚ କରୁଥିବା ସମୟରେ ସ୍କୁଲ ନିକଟସ୍ଥ ପଡିଆରେ ୪ଜଣ ଜୁଆ ଖେଳୁଥିବା ଦେଖିବାକୁ ପାଇଥିଲେ। ସେମାନଙ୍କ ଠାରୁ ୧୦ ହଜାର ୧୨୦ ନଗଦ ଟଙ୍କା ଜବତ କରିବା ସହ ୨ଟି ତାସ ମୁଠା ଜବତ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ପୁଲିସ ପକ୍ଷରୁ ଜୁଆ ଆଡ୍ଡା ଚଢାଉ କରାଯିବ ବୋଲି ଥାନା ଅଧିକାରୀ ଉଲ୍ଲାସ ରାଉତ ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande