ଘରୋଇ ସ୍କୁଲର ଡଷ୍ଟବିନରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ଭିଏସଏସ ନଗର ସ୍ଥିତ ଏକ ଘରୋଇ ସ୍କୁଲର ଡଷ୍ଟବିନରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ ସହିଦନଗର ଥାନା ପୋଲିସ ପହଂଚି ଛାନଭିନ ୍ ଆରମ୍ଭ କରିଛି। କିଏ ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟଇଲା ସେନେଇ ଖୋଳତାଡ଼ ଚାଲିଛି । ଆଖପାଖରେ ଲାଗିଥିବା ସିସି
ଘରୋଇ ସ୍କୁଲର ଡଷ୍ଟବିନରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର


ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ଭିଏସଏସ ନଗର ସ୍ଥିତ ଏକ ଘରୋଇ ସ୍କୁଲର ଡଷ୍ଟବିନରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ ସହିଦନଗର ଥାନା ପୋଲିସ ପହଂଚି ଛାନଭିନ ୍ ଆରମ୍ଭ କରିଛି। କିଏ ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟଇଲା ସେନେଇ ଖୋଳତାଡ଼ ଚାଲିଛି । ଆଖପାଖରେ ଲାଗିଥିବା ସିସି ଟିଭି ଫୁଟେଜ ଆଧାର ରରେ ତଦନ୍ତ କରୁଛି ପୋଲିସ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande