ଭୁବନେଶ୍ୱର, ୫ ଜାନୁଆରୀ (ହି.ସ.)- ଆଗାମୀ ୭ ଦିନ ଅର୍ଥାତ୍ ୧୨ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
06 Jan 2026
ରାଇରଙ୍ଗପୁର, ୬ ଜାନୁଆରୀ (ହି.ସ.)- ସତସଙ୍ଗ କେନ୍ଦ୍ର ମହୁଲଡିହାଁ ରାଇରଙ୍ଗପୁର ଆନୁକୂଲ୍ୟରେ ପୂଜ୍ଯପାଦ ଶ୍ରୀ ଶ୍ରୀ ଅବିନ୍ ଦାଦାଙ୍କ ଶୁଭ ଜନ୍ମଦିବସ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ଯକ୍ରମରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ଯାମନ୍ଦିର ପ୍ରାଙ୍ଗଣରେ ୨୦ଟି ବୃକ୍ଷ..
ଖୋର୍ଦ୍ଧା, ୦୬ ଜାନୁଆରି (ହି.ସ.) - ଖୋର୍ଦ୍ଧା ଅବକାରୀ ପୋଲିସ ଦେଶୀ ମଦ ଚୋରା ଚାଲାଣ ବେଳେ ୫୨୦ଲିଟର ଦେଶୀ ମଦ ଜବତ କରିବା ସହ କାର ସହ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ଗୁରୁଜଙ୍ଗ କୋଚିଲା କଣ ସାହିର ବିଭୂତି ଭୂଷଣ ପାଟ୍ଟଶାଣୀ (୩୬)। ଅବକାରୀ ବିଭାଗ ସୁଚନା ମୁତାବକ ବିଭୂତି ଓ ଆର ବି ..
ନୂଆପଡ଼ା, ୬ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭା ଗୃହରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଓ ଜାତୀୟ ଆପଦ ପ୍ରତିକ୍ରିୟା ବଳ(ଏନ୍ଡି ଆର୍ଏଫ୍) ମିଳିତ ଆନୁକୂଲ୍ୟରେ ବନ୍ୟା ସମୟରେ ଜଳ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଉପରେ ‘ଟେବୁଲ ଟପ୍’ ଅଭ୍ୟା..
ନୂଆପଡ଼ା, ୦୬ ଜାନୁଆରୀ(ହି.ସ.) – ନୂଆପଡ଼ା ଜିଲ୍ଲା ଦର୍ଲିମୁଣ୍ଡା ପଂଚାୟତରେ ଚଳିତ ଖରିଫ ଋତୁ ୨୦୨୫-୨୬ର ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ମାଣ୍ଡିଆ ମଣ୍ଡି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ୱାରା ଆଜି ଉଦ୍ଘାଟିତ ହୋଯାଇଛି। ଉଦ୍ଘାଟନୀ ସମାରୋହରେ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha