
ଭୁବନେଶ୍ୱର, 05 ଜାନୁଆରି (ହି.ସ.)- ସୋମନାଥ ମନ୍ଦିର ଆସ୍ଥା, ସ୍ୱାଭିମାନ ଓ ଅତୁଟ ସଂକଳ୍ପର
ଶାଶ୍ୱତ ପ୍ରତୀକ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ
ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ସୋମନାଥ ମନ୍ଦିର ଆସ୍ଥା, ସ୍ୱାଭିମାନ ଓ ଅତୁଟ
ସଂକଳ୍ପର ଶାଶ୍ୱତ ପ୍ରତୀକ । ଅନେକ ଆଘାତ ପରେ ବି ପ୍ରତିଥର ଆହୁରି ଅଧିକ ସଶକ୍ତ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା