ନୂଆପଡାରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର,୨୭ ଅକ୍ଟୋବର (ହି.ସ)- ରାଷ୍ଟ୍ରୀୟ ଚିନ୍ତନ ସମ୍ବାଦ ଅନ୍ତର୍ଗତ ନୂଆପଡ଼ା ନିର୍ବାଚନମଣ୍ଡଳୀରେ ଆୟୋଜିତ ଗଣତନ୍ତ୍ର ବଂଚାଅ, ଅରାଜକତା ହଟାଅ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବିଭିନ୍ନ ବିଷୟରେ ବିଚାରବିମର୍ଶ କରିଥିଲେ। ବିଶେଷ କରି, ବର୍ତମାନ ଏସଆଇଆରର
lm/m;l


ଭୁବନେଶ୍ୱର,୨୭ ଅକ୍ଟୋବର (ହି.ସ)- ରାଷ୍ଟ୍ରୀୟ ଚିନ୍ତନ ସମ୍ବାଦ ଅନ୍ତର୍ଗତ ନୂଆପଡ଼ା ନିର୍ବାଚନମଣ୍ଡଳୀରେ ଆୟୋଜିତ ଗଣତନ୍ତ୍ର ବଂଚାଅ, ଅରାଜକତା ହଟାଅ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବିଭିନ୍ନ ବିଷୟରେ ବିଚାରବିମର୍ଶ କରିଥିଲେ। ବିଶେଷ କରି, ବର୍ତମାନ ଏସଆଇଆରର ଆବଶ୍ୟକତା ଓ ଏହାର ଗୁରୁତ୍ୱ ସମ୍ପର୍କରେ ବୁଦ୍ଧିଜୀବୀମାନଙ୍କୁ ସଚେତନ କରିବା ପାଇଁ ଆଲୋଚନା କରାଯାଇଛି। ଏଥିସହ ଏସଆଇଆର ସମ୍ପର୍କରେ ବିରୋଧୀ ଦଳ ଦ୍ୱାରା କରାଯାଉଥିବା ଭ୍ରମାତ୍ମକ ପ୍ରଚାରର ପ୍ରକୃତ ସତ୍ୟକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିବା ଏବଂ ବ୍ୟାପକ ସଚେତନତା ସୃଷ୍ଟି କରିବା।ଏକ ସ୍ୱଚ୍ଛ, ସଠିକ୍ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ମାଧ୍ୟମରେ ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବା ଆମର ଲକ୍ଷ୍ୟ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande