ଶାନ୍ତିନଗରରେ ଚୋରି ଘଟଣା : ଅଭିଯୁକ୍ତ କୋର୍ଟ ଚାଲାଣ
ଗଞ୍ଜାମ, ୩ ଅକ୍ଟୋବର (ହି.ସ.)- ବ୍ରହ୍ମପୁର ବଡ଼ବଜାର ଥାନା କେସ ନଂ ୬୭/୨୦୨୬ -ରେ ଶାନ୍ତିନଗରରେ ରାତିରେ ଚୋରି କରିଥିଵା ଧର୍ମନଗରର ଶିବାନନ୍ଦ ପାଣିଗ୍ରାହୀ (୨୧)କୁ ପୋଲିସ ଗିରଫ କରିଛି। ଚୋରି ମୋବାଇଲ ଜବତ କରିଛି ପୁଲିସ ଓ ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରିଛି । ଘଟଣାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ
Qrtyuui


ଗଞ୍ଜାମ, ୩ ଅକ୍ଟୋବର (ହି.ସ.)- ବ୍ରହ୍ମପୁର ବଡ଼ବଜାର ଥାନା କେସ ନଂ ୬୭/୨୦୨୬ -ରେ ଶାନ୍ତିନଗରରେ ରାତିରେ ଚୋରି କରିଥିଵା ଧର୍ମନଗରର ଶିବାନନ୍ଦ ପାଣିଗ୍ରାହୀ (୨୧)କୁ ପୋଲିସ ଗିରଫ କରିଛି। ଚୋରି ମୋବାଇଲ ଜବତ କରିଛି ପୁଲିସ ଓ ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରିଛି । ଘଟଣାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande