ପିତଳ ସ୍ଵତନ୍ତ୍ର ଗ୍ରାମ ସଭାକୁ ଅଙ୍କନବାଡିକର୍ମୀଙ୍କୁ ଡକାଯାଇନାହିଁ
ଗଞ୍ଜାମ, ୩ ଅକ୍ଟୋବର (ହି.ସ.)- ଗତକାଲି ପ୍ରତି ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଙ୍ଗନବାଡି କର୍ମୀଙ୍କ ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ବେଳେ ପିତଳ ପଞ୍ଚାୟତ ପିଇଓ ଅଙ୍ଗନବାଡି କର୍ମୀ ମାନଙ୍କୁ ଏହି ସଭାରେ ଯୋଗ ଦେବାକୁ ସୁଯୋଗ ଦେଇନଥିଵାରୁ ଅଙ୍ଗନବାଡ
ପିତଳ ସ୍ଵତନ୍ତ୍ର ଗ୍ରାମ ସଭାକୁ ଅଙ୍କନବାଡିକର୍ମୀଙ୍କୁ ଡକାଯାଇନାହିଁ


ଗଞ୍ଜାମ, ୩ ଅକ୍ଟୋବର (ହି.ସ.)- ଗତକାଲି ପ୍ରତି ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଙ୍ଗନବାଡି କର୍ମୀଙ୍କ ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ବେଳେ ପିତଳ ପଞ୍ଚାୟତ ପିଇଓ ଅଙ୍ଗନବାଡି କର୍ମୀ ମାନଙ୍କୁ ଏହି ସଭାରେ ଯୋଗ ଦେବାକୁ ସୁଯୋଗ ଦେଇନଥିଵାରୁ ଅଙ୍ଗନବାଡି କର୍ମୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଘଟଣା ସମ୍ପର୍କରେ ସେମାନେ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande