ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ସଭପତି ମନମୋହନ ସାମଲଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର, 03 ନଭେମ୍ବର (ହି.ସ.)- ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ସଭପତି ମନମୋହନ ସାମଲ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଅଶୋକ ମହାପାତ୍ର ଓଡ଼ିଶାର ଯୋଗଜନ୍ମା । ତାଙ୍କ ଭଲି ବ୍ୟକ୍ତିତ୍ୱ ମିଳିବା କଷ୍ଟକର । ତାଙ୍କୁ ହରାଇ କେବ
ପଦ୍ମଶ୍ରୀ ଡାକ୍ତର ଅଶୋକ     ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ସଭପତି ମନମୋହନ ସାମଲଙ୍କ ଶୋକ ପ୍ରକାଶ


ଭୁବନେଶ୍ୱର, 03 ନଭେମ୍ବର (ହି.ସ.)- ପଦ୍ମଶ୍ରୀ ଡାକ୍ତର

ଅଶୋକ ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ସଭପତି ମନମୋହନ ସାମଲ ଶୋକ ପ୍ରକାଶ କରିଛନ୍ତି । ସେ

କହିଛନ୍ତି ଯେ, ଅଶୋକ ମହାପାତ୍ର ଓଡ଼ିଶାର ଯୋଗଜନ୍ମା । ତାଙ୍କ ଭଲି ବ୍ୟକ୍ତିତ୍ୱ ମିଳିବା

କଷ୍ଟକର । ତାଙ୍କୁ ହରାଇ କେବଳ ମୁଁ ନୁହେଁ ଓଡ଼ିଶା ଏବଂ ଦେଶରେ ଅପୂରଣୀୟ କ୍ଷତି । ଏମ୍ସର ଇଟା ପଥର ପର୍ଯ୍ୟନ୍ତ ତାଙ୍କୁ ଜାଣନ୍ତି । ଚିକିତ୍ସା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ । ଆମେରିକା ଭଳି ଦେଶ ତାଙ୍କୁ ଚିକିତ୍ସା ପାଇଁ ଅନେକ ଥର ଡାକିଛନ୍ତି. । ଗତକାଲି ଦିଲ୍ଲୀରେ ସବୁ ସାଂସଦ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି

ଦେଇଛନ୍ତି । ଆମ ସମସ୍ତଙ୍କ ପାଇଁ ଏହା ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande