
ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.)- ଦକ୍ଷତା
ମହାକୁମ୍ଭରେ ଚାଲିଛି ଦକ୍ଷତାର ମହାସମର I ଗ୍ରାଫିକ୍ସ ଡିଜାଇନ୍ ବିଭାଗରେ ପ୍ରତିଯୋଗି ଦେଖାଉଛନ୍ତି ନିଜର ପରାକାଷ୍ଠା I
ଚାଲିଛି ଜୋରଦାର
ପ୍ରତିଯୋଗୀତା I ବିଭିନ୍ନ ବିଭାଗରେ
ପ୍ରତିଯୋଗୀତା ହେଉଥିବା ବେଳେ ଗ୍ରାଫିକ୍ସ ଡିଜାଇନ୍ ରେ ବି ଓଡ଼ିଶା ସମେତ ବିହାର, ଛତ୍ତିଶଗଡ଼,ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ
ର ପ୍ରତିଯୋଗୀ ମାନେ ଗ୍ରାଫିକ୍ସ ଡିଜାଇନ୍ ଉପରେ ପ୍ରସ୍ତୁତ କରୁଛନ୍ତି ପ୍ରୋଜେକ୍ଟ I ସମସ୍ତ ପ୍ରୋଜେକ୍ଟରୁ ଦୁଇଟିକୁ ପ୍ରୋଜେକ୍ଟ ଚୟନ ହେବାକୁ ଥିବା ବେଳେ ଗ୍ରାଫିକ୍ସ
ଡିଜାଇନକୁ ନେଇ ଆଗକୁ ବହୁତ ବଡ଼ ସୁଯୋଗ ରହିଚି ଯେଉଁଥିରେ ଓଡିଶାର ଯୁବକ ମାନେ ନିଜର କ୍ୟାରିଅର
ଗଠନ କରିପାରିବେ I
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା