ସମ୍ବଲପୁର,୧୮, ମାର୍ଚ୍ଚ (ହି.ସ.) ସମ୍ବଲପୁରର ବର୍ଷିଆନ ସାମ୍ବାଦିକ ଦେବଦତ୍ତ ପଣ୍ଡାଙ୍କ ପରଲୋକ ହୋଇଯାଇଛି । ଆଜି ରାତିରେ ସ୍ଥାନୀୟ ରାଜଘାଟ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ
18 Mar 2026
ସୁବର୍ଣ୍ଣପୁର, 18 ମାର୍ଚ୍ଚ (ହି.ସ.) ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତାକୁ ଆହୁରି ସୁଦୃଢ କରିବା ଉଦ୍ଧେଶ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଆଜି ସୁବର୍ଣ୍ଣପୁର ପକ୍ଷରୁ ସୋନପୁର ଟାଉନ ହଲରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ-୨୦୨୫..
ଜୟପୁର,୧୮ ମାର୍ଚ୍ଚ(ହି.ସ.) – ଆଜି ମହିଳା ଏବପ୍ସ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଡଃ ମୃଣାଳିନୀ ଦସ୍ୱର୍ାଲ, କୋରାପୁଟ ଜିଲ୍ଲା ପରିଦର୍ଶନରେ ଆସିଥିଲେ। ପ୍ରଥମେ ସେ ସୁପୋଷିତ ଓଡିଶା ମିଶନ ଜିଲ୍ଲାସ୍ତରୀୟ କର୍ମଶାଳାକୁ ଉଦଘାଟନ କରିଥିଲେ। ମହିଳା ଏବପ୍ସ ଶିଶୁ ବିକାଶ ତରଫରୁ ନୂଆକରି ଆରମ୍ଭ ହୋଇଥ..
ଜୟପୁର,୧୮ ମାର୍ଚ୍ଚ(ହି.ସ.) – ଜୟପୁର ରାଣୀପୁଟ ସ୍ଥିତ ଗୋପାଳକୃଷ୍ଣ ଯାନ୍ତ୍ରୀକ ମହାବିଦ୍ୟାଳୟ ପରିସରରେ କଲେଜର ପ୍ରତିଷ୍ଠାତା ପୂର୍ବତନ ସପ୍ସପାଦକ ତଥା ନିର୍ଦ୍ଧେଶକ ସ୍ୱର୍ଗତ ଗୋପାଳ କୃଷ୍ଣ ନାହାକଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକି ପାଳିତ ହୋଇଯଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟି ସଭ୍ୟ ..
ପୋଲିସ ଏନକାଉଣ୍ଟର: କୁଖ୍ୟାତ ଟିମା ଗୁରୁତର, ୩ ସହଯୋଗୀ ଗିରଫ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha