ବିଶ୍ୱବିଦ୍ୟାଳୟ କୋଠା ନିର୍ମାଣ ନିମନ୍ତେ ଏନବିସିସି ସହ ଚୁକ୍ତିନାମା
ଜୟପୁର,୧୮ ମାର୍ଚ୍ଚ(ହି.ସ.) – ପ୍ରଧାମନ୍ତ୍ରୀ ଉଚ୍ଚତର ଶିକ୍ଷାଅନୁଷ୍ଠାନ ଉଷା ଅଧିନରେ ଏକାଡେମିକ ବ୍ଲକ ନିମନ୍ତେ ୮.୪ କୋଟି, ସେମିନାର ହଲ ନିମନ୍ତେ ୧.୫ କୋଟି, ବଳିକା କମନ ରୁମ ନିମନ୍ତେ ୦.୫ କୋଟି, ଶେ?ଚାଳୟ ବ୍ଲକ ଏବପ୍ସ ବାଣିଜ୍ୟ ବ୍ଲକ, ଦ୍ୱୋନି ବଙ୍ଗଳା, ପ୍ରଶାସନିକ ବ୍ଲକ ଏବପ୍ସ ନୂତନ ଏକାଡେମିକ
ବିଶ୍ବବିଦ୍ୟାଳୟ କୋଠା ନିର୍ମାଣ ନିମନ୍ତେ ଏନବିସିସି  ସହ ଚୁକ୍ତିନାମା


ଜୟପୁର,୧୮ ମାର୍ଚ୍ଚ(ହି.ସ.) – ପ୍ରଧାମନ୍ତ୍ରୀ ଉଚ୍ଚତର ଶିକ୍ଷାଅନୁଷ୍ଠାନ ଉଷା ଅଧିନରେ ଏକାଡେମିକ ବ୍ଲକ ନିମନ୍ତେ ୮.୪ କୋଟି, ସେମିନାର ହଲ ନିମନ୍ତେ ୧.୫ କୋଟି, ବଳିକା କମନ ରୁମ ନିମନ୍ତେ ୦.୫ କୋଟି, ଶେ?ଚାଳୟ ବ୍ଲକ ଏବପ୍ସ ବାଣିଜ୍ୟ ବ୍ଲକ, ଦ୍ୱୋନି ବଙ୍ଗଳା, ପ୍ରଶାସନିକ ବ୍ଲକ ଏବପ୍ସ ନୂତନ ଏକାଡେମିକ ବ୍ଲକର ମରାମତି ଏବପ୍ସ ନବୀକରଣ ପାଇଁ ମୋଟ ୧୪ କୋଟି ଟଙ୍କାର ବ୍ୟୟ ବରାଦ ସରକାରୀ କ୍ଷେତ୍ରର ଉଦ୍ୟୋଗ, ପ୍ରୋଜେକ୍ଟ ମନିଟରିପ୍ସ ୟୁନିଟ ଏନବିସିସି ଇଣ୍ତିଆ ଲିମିଟେଡ ସହ ଚୁକ୍ତିନାମା କରାଯାଇଛି। ଆସନ୍ତା ଏପ୍ରିଲ ମାସରୁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଚୁକ୍ତିନାମାରେ ଉଲ୍ଲେଖ କରାଯାଇଛି। ଚୁକ୍ତିନାମା ସମୟରେ ଏନବିସିସି କର୍ମକର୍ତାଙ୍କ ସହ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ରେଜିଷ୍ଟାର ମହେଶ୍ୱର ନାୟକ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande