
ଭୁବନେଶ୍ୱର, ୦୫ ମାର୍ଚ୍ଚ (ହି.ସ)- ଓଡିଶା ରାଜନୀତିରେ ଆଜିକାର ଦିନ ଏକ ଐତିହାସିକ ଦିନ ବୋଲି ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନଦାଖଲ ଉପରେ ପ୍ରତିକ୍ରିୟା ରଖି ସିପିଆଇଏମ୍ ନେତା ସୁରେଶ ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି। ସେ କହିଛନ୍ତି ସାର ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଯେଉଁ ଯୁଦ୍ଧ ଚାଲିଛି। ଓଡ଼ିଶାର ରାଜନୀତି ଏବେ ଭିନ୍ନ ମୋଡକୁ ଯାଉଛି। ୨୦୦୨ ମସିହାର କଥା ୨୦୨୬ ପୁନରାବୃତି ହେବନାହିଁ। ୧୬ ତାରିଖ ଦିନ ସମସ୍ତେ ଦେଖିବେ କେଉଁଭଳି ଗଣତନ୍ତ୍ରର ବିଜୟ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା