ସୁଯୋଗ ମିଳିଲେ ରାଜ୍ୟ ସହ ସ୍ୱାସ୍ୟ୍ଥର ଉନ୍ନତି ପାଇଁ କାର୍ଯ୍ୟ କରିବି - ଦତେଶ୍ୱର ହୋତା
ଭୁବନେଶ୍ୱର, ୦୫ ମାର୍ଚ୍ଚ (ହି.ସ)- ରାଜ୍ୟସଭା ନିର୍ବାଚନ ନେଇ ବିଜେଡି , କଂଗ୍ରେସ ଓ ସିପିଆଇଏମ୍ ର ମିଳିତ ପ୍ରାର୍ଥୀ ଡା. ଦତେଶ୍ୱର ହୋତା କହିଛନ୍ତି ଯେ ଏ ଲଢେଇ ହେଉଛି ନୀତି, ନୈତିକତା ଏବଂ ଆଦର୍ଶର। ମୁଁ ଜଣେ ଡାକ୍ତର ସେବା କରିବା ମୋର କର୍ତବ୍ୟ ବି ଏବଂ ଧର୍ମ। ମୋ ଭଳି ଜଣେ ସାଧାରଣ ବ୍ୟକ୍ତିଙ୍କୁ
asdfrf


ଭୁବନେଶ୍ୱର, ୦୫ ମାର୍ଚ୍ଚ (ହି.ସ)- ରାଜ୍ୟସଭା ନିର୍ବାଚନ ନେଇ ବିଜେଡି , କଂଗ୍ରେସ ଓ ସିପିଆଇଏମ୍ ର ମିଳିତ ପ୍ରାର୍ଥୀ ଡା. ଦତେଶ୍ୱର ହୋତା କହିଛନ୍ତି ଯେ ଏ ଲଢେଇ ହେଉଛି ନୀତି, ନୈତିକତା ଏବଂ ଆଦର୍ଶର।

ମୁଁ ଜଣେ ଡାକ୍ତର ସେବା କରିବା ମୋର କର୍ତବ୍ୟ ବି ଏବଂ ଧର୍ମ। ମୋ ଭଳି ଜଣେ ସାଧାରଣ ବ୍ୟକ୍ତିଙ୍କୁ ବିଜେଡି, କଂଗ୍ରେସ ଏବଂ ସିପିଆଇଏମ୍ ଦଳ ପ୍ରାର୍ଥୀ କରିଛନ୍ତି। ମୁଁ ତାଙ୍କର ନେତୃବୃନ୍ଦକୁ ଧନ୍ୟବାଦ ଦେଉଛି। ମୋତେ ସୁଯୋଗ ମିଳିଲେ ମୁଁ ଓଡିଶା ରାଜ୍ୟର ଉନ୍ନତି ସହ ସ୍ୱାସ୍ୟ୍ଥର ଉନ୍ନତି ପାଇଁ କାର୍ଯ୍ୟ କରିବି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande