
Kendrapara, 21 ଏପ୍ରିଲ୍ (ହି.ସ.)
କେନ୍ଦ୍ରାପଡା-୨୧/୦୪:ଚାଷ କାର୍ୟ୍ୟ ସାରି ସବୁଦିନ ପରି କରାଣ୍ଡିଆ ନଦୀରେ ପସି ଘରକୁ ଫେରୁଥିଲେ ବୃଦ୍ଧ ଚାଷୀ/ନଦୀରେ ଭରା ଜୁଆର ଥିବାରୁ ଚାଷୀ ଭାସିଯାଇ ନିଖୋଜ ହୋଇଗଲେ ଦିର୍ଘ ଛଅ ଘଣ୍ଟା ଖୋଜିବା ପରେ ମୃତ ଦେହକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ/କେନ୍ଦ୍ରାପଡା ପାଟକୁରା ଥାନା କରାଣ୍ଡିଆ ଗ୍ରାମର ଖଗେଶ୍ବର ରାଉତ(ଠୁକା)ସବୁଦିନ ଭଳି ଆଜି ବି ନଦୀ ପାର ହୋଇ ଆରପାରିକି ଯାଇଥିଲେ ଚାଷ କରିବା ପାଇଁ।ଚାଷ କାର୍ୟ୍ୟ ସାରି ସବୁଦିନେ ନଦୀରେ ପସି ଘରକୁ ଫେରି ଆସିଥାନ୍ତି ଖଗେଶ୍ବର।କିନ୍ତୁ ଦଇବ ଆଜି କିଛି ଅଲଗା ଲେଖିଥିଲେ।ନଦୀରେ ଭରା ଜୁଆର ଥିବାରୁ ଖଗେଶ୍ବର ମଝି ନଦୀରେ ଡୁବି ନିଖୋଜ ହୋଇ ଗଲେ।ଡଙ୍ଗାରେ ଆସୁଥିବା ଅନ୍ୟ ଚାଷୀ ମାନେ ଡାକ ପକାଇ ଲେ ଓ ଅଗ୍ନିଶମ ବାହିନୀ କୁ ଫୋନ କଲେ।ସଙ୍ଗେ ଅଗ୍ନିଶମ ବାହିନୀ କର୍ମଚାରୀ ଦିର୍ଘ ଆଠ ଘଣ୍ଟା ପରିଶ୍ରମ ପରେ ଖଗେଶ୍ବର ଙ୍କ ମୃତ ଦେହକୁ ପାଇଥିଲେ।ପାଟକୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି କେନ୍ଦ୍ରାପଡା ମୁଖ୍ୟ ସ
---------------
ହିନ୍ଦୁସ୍ଥାନ ସମାଚାର / ରବି