
Kendrapara, 21 ଏପ୍ରିଲ୍ (ହି.ସ.)
କେନ୍ଦ୍ରାପଡା-୨୧/୦୪: କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହଜିଥିବା ୪୭ ଗୋଟି ମୋବାଇଲ ସଂଗ୍ରହ କରି ଅଭିଯୋଗକାରୀଙ୍କୁ ଫେରାଇଛି ପୋଲିସ କ୍ଷ ନିଜ ମୋବାଇଲ଼୍ ଫୋନ ହଜିବା ପରେ ସମ୍ପୃକ୍ତ ବ୍ୟକ୍ତି ଏ ନେଇ ସଞ୍ଚାର ସାଥି ଆପ ପୋର୍ଟାଲ ଜରିଆରେ ଅଭିଯୋଗ କରିଥିଲେ କ୍ଷ ଅଭିଯୋଗ ପାଇବା ପରେ ଏସପି ଙ୍କ ନେତୃତ୍ବରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ମୋବାଇଲ ଟ୍ରାକ କରାଯାଇଥିଲା କ୍ଷ ତେବେ ଜବତ ମୋବାଇଲ ଗୁଡିକୁ ଆଜି ଅଭିଯୋଗକାରୀ ଲୋକଙ୍କୁ ଏସପି ସିଦ୍ଧାର୍ଥ କଟାରିଆ ଫେରାଇଛନ୍ତି କ୍ଷ କୌଣସି ବ୍ୟକ୍ତି ଜଦି କେଉଁଠାରୁ ମୋବାଇଲ ଫୋନ ପାଆନ୍ତି ତାକୁ ନିଜ ପାଖରେ ନରଖି ଜିଲା ପୋଲିସ ମୁଖ୍ୟାଳୟରେ ଜିମା ଦେବାକୁ ଏସପି କହିଛନ୍ତି କ୍ଷ ମୋବାଇଲ ଫେରି
---------------
ହିନ୍ଦୁସ୍ଥାନ ସମାଚାର / ରବି