ପିଲାଙ୍କୁ ବିଛୁଆତି ଦଣ୍ଡ ଓ ମଧ୍ୟାହ୍ନରେ ଲୁଣ ଭାତ ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବ - ମନ୍ତ୍ରୀ
ଭୁବନେଶ୍ୱର, ୨୧ ଏପ୍ରିଲ (ହି.ସ.)- ପିଲାଙ୍କୁ ବିଛୁଆତି ଦଣ୍ଡ ଓ ମଧ୍ୟାହ୍ନରେ ଲୁଣ ଭାତ ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ କହିଛନ୍ତି ଉଭୟ ଘଟଣାର ତଦନ୍ତ ହେବ ଏବଂ ସତ୍ୟାସତ୍ୟ ଜଣାପଡ଼ିଲେ କଡ଼ା ଆକ୍ସନ୍ ନିଆଯିବ। ବାଲିଗୁଡ଼ା
nityanand gond


ଭୁବନେଶ୍ୱର, ୨୧ ଏପ୍ରିଲ (ହି.ସ.)- ପିଲାଙ୍କୁ ବିଛୁଆତି ଦଣ୍ଡ ଓ ମଧ୍ୟାହ୍ନରେ ଲୁଣ ଭାତ ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ କହିଛନ୍ତି ଉଭୟ ଘଟଣାର ତଦନ୍ତ ହେବ ଏବଂ ସତ୍ୟାସତ୍ୟ ଜଣାପଡ଼ିଲେ କଡ଼ା ଆକ୍ସନ୍ ନିଆଯିବ। ବାଲିଗୁଡ଼ାର ଏକ ସ୍କୁଲ୍ ରେ ପିଲାଙ୍କ ୁ ମଧ୍ୟାହ୍ନ ଭୋଜନରେ ଭାତ, ଲୁଣ ଦିଆଯିବା ଅଭିଯୋଗ ଆସିଛି । ସେହିପରି ଯାଜପୁରର ଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିଲାଙ୍କୁ ବିଛୁଆତି ଦଣ୍ଡ ଦେଇଥିବା ଅଭିଯୋଗ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande