୪୪.୪ ଡିଗ୍ରୀ ସହ ଝାରସୁଗୁଡା ସର୍ବାଧିକ ଉତପ୍ତ ସହର
ଭୁବନେଶ୍ୱର, ୨୨ ଏପ୍ରିଲ (ହି.ସ)- ସାରା ରାଜ୍ୟରେ ଅସହ୍ୟ ତାତି ଜାରି ରହିଥିବା ବେଳେ ଚଳିତ ବର୍ଷ ପ୍ରଥମଥର ପାଇଁ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୪୪ଡ଼ିଗ୍ରୀ ଅତିକ୍ରମ କରିଛି। ବୁଧବାର ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୪୪.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ସେହିପର
imd


ଭୁବନେଶ୍ୱର, ୨୨ ଏପ୍ରିଲ (ହି.ସ)- ସାରା ରାଜ୍ୟରେ ଅସହ୍ୟ ତାତି ଜାରି ରହିଥିବା ବେଳେ ଚଳିତ ବର୍ଷ ପ୍ରଥମଥର ପାଇଁ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୪୪ଡ଼ିଗ୍ରୀ ଅତିକ୍ରମ କରିଛି। ବୁଧବାର ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୪୪.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି। ଏହା ବ୍ୟତୀତ ସମ୍ବଲପୁର ୪୩.୨ , ହୀରାକୁଦ ୪୩ , ଭୁବନେଶ୍ୱର ୪୧ , କେନ୍ଦୁଝର ୪୦.୨, ଚାନ୍ଦବାଲି ୩୯.୬ ଏବଂ ବାଲେଶ୍ୱରରେ ୩୭.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande