
ଭୁବନେଶ୍ୱର, 27 ଏପ୍ରିଲ୍ (ହି.ସ.)-ଜଗନ୍ନାଥ ସଂସ୍କୃତିକୁ ଅପଭ୍ରଂଶ କରିବାକୁ ଲାଗି ପଡିଛି
ଇସ୍କନ । ମନ ଇଚ୍ଛା ବିଶ୍ୱବ୍ୟାପୀ ଚଳାଇଛି ଅଦିନିଆ ରଥଯାତ୍ରା। ଆମେରିକା ପରେ ଏବେ ଲଣ୍ଡନରେ
ପାଳିବା ପାଇଁ ତାର ପ୍ରସ୍ତୁତି ଆରମ୍ଭ କରିଛି । ଆସନ୍ତା ମେ ମାସ 24 ତାରିଖରେ ଲଣ୍ଡନରେ ପାଳିବା ପାଇଁ ଜୋରଦାର ପ୍ରସ୍ତୁତି
ଆରମ୍ଭ କରିଛି । ଯାହାକୁ ନେଇ ପ୍ରଚାର ପ୍ରସାର କରିବା ସହ ସାମିଲ ହେବାକୁ ଜଗନ୍ନାଥ ଭକ୍ତଙ୍କୁ
ନିବେଦନ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା