ଲୋକଙ୍କ ଅଭିଯୋଗ ଶୁଣିଲେ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, 08 ଏପ୍ରିଲ୍ (ହି.ସ.) ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଜି ଭୁବନେଶ୍ଵର ସ୍ଥିତ ସରକାରୀ ବାସଭବନ ଠାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଜନସାଧାରଣଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଓ ସମସ୍ୟା ଗୁଡ଼ିକ ଶୁଣିଛନ୍ତି ମନ୍ତ୍ରୀ।
ଅଭିଯୋଗ


ଭୁବନେଶ୍ୱର, 08 ଏପ୍ରିଲ୍ (ହି.ସ.) ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ

ହରିଚନ୍ଦନ । ଆଜି ଭୁବନେଶ୍ଵର ସ୍ଥିତ ସରକାରୀ ବାସଭବନ ଠାରେ ରାଜ୍ୟର ବିଭିନ୍ନ ସ୍ଥାନରୁ

ଆସିଥିବା ଜନସାଧାରଣଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଓ ସମସ୍ୟା ଗୁଡ଼ିକ ଶୁଣିଛନ୍ତି ମନ୍ତ୍ରୀ।

ସେମାନଙ୍କ ସମସ୍ୟାର ସ୍ଥାୟୀ ଓ ତ୍ୱରିତ ସମାଧାନ ନିମନ୍ତେ ପ୍ରଶାସନ ମାଧ୍ୟମରେ ଆବଶ୍ୟକ ପଦକ୍ଷେପ

ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande