
ଭୁବନେଶ୍ୱର, 05 ସେପ୍ଟେମ୍ବର (ହି.ସ.)- କଟକରେ ରାଜ୍ୟ
ବିଜେପି ପଦାଧିକାରୀ ବୈଠକ ଆରମ୍ଭ ହୋଇଛି । ରାଜ୍ୟ କାର୍ଯ୍ୟକାରିଣୀ ପୂର୍ବରୁ ପଦାଧିକାରୀ ବୈଠକ
ବସିଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଏହି ବୈଠକରେ
ମୁଖ୍ୟମନ୍ତ୍ରୀ ଓ ସହପ୍ରଭାରୀ ଉପସ୍ଥିତ ଅଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା